ଜିଏସଟି ହେରଫେର୍‌ ମାମଲାରେ ରାଉରକେଲାର ଦୁଇ ବ୍ୟବସାୟୀ ଗିରଫ

Published By : Prameya-News7 Bureau | October 13, 2018 IST

ରାଉରକେଲା ୧୨/୧୦: ଜିଏସଟି ହେରଫେର୍‌ ମାମଲାରେ ରାଉରକେଲାର ଦୁଇ ବ୍ୟବସାୟୀ ଗିରଫ । ଜିଏସଟି ଗୁଇମ୍ଦା ବିଭାଗ ରାଉରକେଲା ଶାଖା ଦ୍ୱାରା ଗିରଫ ହେଇଛନ୍ତି ବ୍ୟବସାୟୀ ନାରାୟଣ ଖୈତାନ ଏବଂ ସଞ୍ଜୀବ ସିଂ । ରାଉରକେଲା ସିଭିଲ୍‌ ଟାଉନସିପ୍‌ର ଏହି ଦୁଇ ବ୍ୟବସାୟୀ ରାଜ୍ୟ ବାହାରେ ଏକ ଜାଲ୍‌ କମ୍ପାନୀ ଗଢି ୨୦କୋଟିରୁ ଅଧିକ ଟଙ୍କା ହେର୍‌ଫେର୍‌ କରିଥିବା ଆଭିଯୋଗରେ ଏମନଙ୍କୁ ଗିରଫ କରାଯାଇଛି । ବହୁଦିନ ହେଲା ଏମାନେ ନକଲି ଓ୍ୱେ ବିଲ୍ କାରବାର ଚଳାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.