scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଲେ: ଦୁଇ ବିଜେପି ବିଧାୟକ ସସ୍‌ପେଣ୍ଡ

28/09/2023 at 7:06 PM

mohan majhi mukehs mahalinga suspended

ଭୁବନେଶ୍ୱର: ବିଧାନସଭାର ଚଳିତ ଅଧିବେଶନରୁ ବିଜେପିର ଦୁଇ ବିଧାୟକଙ୍କୁ ନିଲମ୍ବିତ କଲେ ବାଚସ୍ପିତ ପ୍ରମିଳା ମଲ୍ଲିକ। ବାଚସ୍ପତିଙ୍କ ପୋଡ଼ିୟମ୍‌କୁ ଡାଲି ଫିଙ୍ଗିବା ଘଟଣାରେ ଦୁଇ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ନିଲମ୍ବିତ କରାଯାଇଛି।

ଏହା ପୂର୍ବରୁ ଆଜି ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ବୟାନକୁ ନେଇ ହୋହଲ୍ଲା ହୋଇଥିଲା। ବିରୋଧୀ ବିଜେପିକୁ ଟାର୍ଗେଟ୍ କରି ଅରୁଣ କହିଥିଲେ ଯେ ବିରୋଧୀ ଦଳର ସଦସ୍ୟମାନେ ସୁସ୍ଥ ମାନସିକତା ନେଇ ଗୃହକୁ ଆସିବା ଦରକାର। ଏହାପରେ ବିଜେପି ବିଧାୟକମାନେ ଗୃହ ମଝିକୁ ଆସି ପ୍ରବଳ ହୋହଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହ ମୁଲତବୀ ରଖିଥିଲେ।

ପଢନ୍ତୁ-୨ ବର୍ଷରେ ସାପ କାମୁଡ଼ା​‌ରେ ୧୩୩୬ ମୃତ, ବିଧାନସଭାରେ ଉତ୍ତର ରଖିଲେ ରାଜସ୍ବ ମନ୍ତ୍ରୀ

   Related Posts