scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାଲେଶ୍ବରରେ ସାମ୍ବାଦିକଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ

29/09/2018 at 9:55 AM

ବାଲେଶ୍ବର ୨୯|୯: ସାମ୍ବାଦିକଙ୍କୁ ଆକ୍ରମଣ । ଦୈନିକ ଖବରକାଗଜ ପ୍ରମେୟର ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ୨ ଦୁର୍ବୃତ୍ତ । ବାଲିଆପାଳ ପ୍ରତିନିଧି ରାଧାକୃଷ୍ଣ ସାହୁଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ସକାଳେ ଛକରେ ଖବରକାଗଜ ପଢ଼ୁଥିବାବେଳେ ଦୁର୍ବୃତ୍ତ ମଟର ସାଇକେଲରେ ଆସି ତାଙ୍କୁ ଆକ୍ରମଣ କରି ଫେରାର ହେ।ଇଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ବର ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ପେ।ଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଆକ୍ରମଣର କାରଣ ଏଯାଏଁ ଜଣାପଡିନି । ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ବାଲିଆପାଳ ବସ୍ତାର ମୁଖ୍ୟ ରାସ୍ତା ଇଡିକୁ ଛକରେ ଟାୟାର ଜଳି ରାସ୍ତାର ଅବରେ।ଧ କରିଛନ୍ତି ସ୍ଥାନୀୟଲେ।କେ । ଆକ୍ରମଣ କରିଥିବା ଜଣେ ଯୁବକଙ୍କ ପରିଚୟ ମଳିଛି । ଯୁବକ ଜଣକ ଜାମକୁଣ୍ଡା ଗାଁର ମୁନା ସାହୁ ବେ।ଲି ଜଣାପଡିଛି ।

   Related Posts