oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଧରାପଡିଲେ ଦୁଇ ଏଟିଏମ୍ ଲୁଟେରା, ୩୨ଟି ଏଟିଏମ୍ କାର୍ଡ ସହ ନଗଦ ଟଙ୍କା ଜବତ

30/06/2019 at 2:33 PM

ସୋର ୩୦|୬: ବାଲେଶ୍ବର ଜିଲ୍ଲା ସିମୁଳିଆ ପୋଲିସ ଦ୍ବାରା ଦୁଇ ଏଟିଏମ୍ ଲୁଟେରା ଗିରଫ ହୋଇଛନ୍ତି । ସେମାନଙ୍କୁ ଗିରଫ କରି କୋର୍ଟ ଚଳାଣ କରିଛି ସିମୁଳିଆ ପୋଲିସ ।

ସୂଚନାଯୋଗ୍ୟ ଯେ, ସିମୁଳିଆ ଥାନା ଅନ୍ତର୍ଗତ ରିଆ ଗ୍ରାମର ଉମାକାନ୍ତ ବେହେରା ଟଙ୍କା ଉଠାଇବାକୁ ଜାମୁଝାଡ଼ି ଏସବିଆଇ ଏଟିଏମକୁ ଯାଇଥିଲେ । ସେଠାରେ ଦୁଇଜଣ ଯୁବକ ଉମାକାନ୍ତଙ୍କ ଏଟିଏମକୁ ବଦଳାଇ ଦେଇଥିଲେ । ଫଳରେ ଉମାକାନ୍ତ ଜାଣିପାରି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ସ୍ଥାନୀୟ ଲୋକେ ପହଂଚି ଦୁଇ ଲୋଟେରାଙ୍କୁ କାବୁ କରି ସିମୁଳିଆ ପୋଲିସକୁ ଜିମା ଦେଇଥିଲେ । ସିମୁଳିଆ ପୋଲିସ ଦୁଇ ଯୁବକଙ୍କ ପାଖରୁ ୩୨ଟି ଏଟିଏମ୍ କାର୍ଡ, ନଗଦ ୮ ହଜାର ଟଙ୍କା ସହ ଗୋଟିଏ ବାଇକ୍ ଜବତ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି ।

   Related Posts