ନୀଳଗିରି ୨୬।୮: ନୀଳଗିରିରେ ଜାଲ୍ ନୋଟ୍ କାରବାର । ଦୁଇ ଜଣଙ୍କୁ ଗିରଫ କଲା ପୋଲିସ । ୩୨ ହଜାର ୭ ଶହ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି ।
{"id":836247,"sizeSlug":"full","linkDestination":"none"}ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ନୀଳଗିରିରେ ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ । ଜାଲ୍ ନୋଟ୍ କାରବାରରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ନୀଳଗିରି ପୋଲିସ । ଏ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ବାଲେଶ୍ଵର ଏସପି ସୂଚନା ଦେଇଛନ୍ତି ।
{"id":836248,"sizeSlug":"full","linkDestination":"none"}ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଜାଲ ବିଛାଇଥିଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସନ୍ତରାଗଡ଼ିଆ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ନାୟକ ଓ ଖଇରା ଥାନା ସାହରପୁର ଅଞ୍ଚଳର ବୀଣାପାଣି ମୁଖି । ଅଭିଯୁକ୍ତଙ୍କ ଠାରୁ ୩୨ ହଜାର ୭ ଶହ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି ।
You Can Read :
wp:embed {"url":"https://www.prameyanews7.com/kaudia-of-bhuban-walked-332-km/","type":"wp-embed","providerNameSlug":"prameya-news-7"} /wp:embed