AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର୨: CFSLର ସହାୟତାରେ ASI ଗୋପାଳ ଦାସଙ୍କ ହେବ ଭଏସ ଟେଷ୍ଟ
  • ||
  • ଖଲ୍ଲିକୋଟ: ବସ୍‌ କର୍ମଚାରୀ ଭୁଲିଗଲେ ମାନବିକତା, ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ
  • ||
  • ଦାରିଙ୍ଗବାଡି: ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
  • ||
  • ପାଟଣା: ପୋଖରୀ ଭିତରକୁ ପଶିଲା ତେଲ ଟ୍ୟାଙ୍କର, ଭାରସାମ୍ୟ ହରାଇ ଓଲଟିପଡିଲା
  • ||

କଳାହାଣ୍ଡିର ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ ରାଜସ୍ଥାନରୁ ଗିରଫ

26/02/2020 at 11:12 AM

କଳାହାଣ୍ଡି ୨୬।୨: କଳାହାଣ୍ଡିର ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ ରାଜସ୍ଥାନରୁ ଗିରଫ । ରାଜସ୍ଥାନ ଜୟପୁର ପୋଲିସର ଡ୍ରଗ୍ ଫ୍ରି ସିଏସଟି ଟିମ୍ ଦ୍ବାରା ଗିରଫ ହୋଇଛନ୍ତି । ସିନ୍ଧକେ ବସଷ୍ଟାଣ୍ଡଠାରୁ ଦୁଇ ଜଣଙ୍କୁ ଗିରଫ କରିବା ସହ ୮କେଜି ଶହେ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଗିରଫ ଦୁଇ ଜଣ ହେଲେ ଭବାନୀପାଟଣା ଅଞ୍ଚଳର ଅଭିଷେକ ଦାଶ ଓ ସମ୍ବିତ ପାଣିଗ୍ରାହୀ ।

   Related Posts