କଳାହାଣ୍ଡିର ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ ରାଜସ୍ଥାନରୁ ଗିରଫ
26/02/2020 at 11:12 AM

କଳାହାଣ୍ଡି ୨୬।୨: କଳାହାଣ୍ଡିର ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ ରାଜସ୍ଥାନରୁ ଗିରଫ । ରାଜସ୍ଥାନ ଜୟପୁର ପୋଲିସର ଡ୍ରଗ୍ ଫ୍ରି ସିଏସଟି ଟିମ୍ ଦ୍ବାରା ଗିରଫ ହୋଇଛନ୍ତି । ସିନ୍ଧକେ ବସଷ୍ଟାଣ୍ଡଠାରୁ ଦୁଇ ଜଣଙ୍କୁ ଗିରଫ କରିବା ସହ ୮କେଜି ଶହେ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଗିରଫ ଦୁଇ ଜଣ ହେଲେ ଭବାନୀପାଟଣା ଅଞ୍ଚଳର ଅଭିଷେକ ଦାଶ ଓ ସମ୍ବିତ ପାଣିଗ୍ରାହୀ ।
Related Posts
ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ, ତାଲା ଭାଙ୍ଗି ଲୁଟିଲେ ବ୍ୟାଙ୍କ୍
3 February 2023