Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଉଧାର ଟଙ୍କା ନଦେବାରୁ ନିର୍ମମ ହତ୍ୟା; ୨ ଅଭିଯୁକ୍ତ ଗିରଫ

7/06/2023 at 6:30 PM

ନିଶ୍ଚିନ୍ତକୋଇଲି ୦୭/୦୬: ମଙ୍ଗଳବାର ବା ଗତକାଲି କଟକର ନିଶ୍ଚିତକୋଇଲି ଥାନା ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ବୁହାଳ ପଞ୍ଚାୟତର ସନ୍ତୋଷ ଦାସଙ୍କୁ ଅତି ନିର୍ମମ ଭାବେ ହତ୍ୟା ଅଭିଯୋଗରେ ପୋଲିସ ଦୁଇ ଜଣକୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଦୀପକ ପ୍ରଧାନ ଓ ଜୟନ୍ତ ଦାସ। ସେମାନେ ସ୍ଥାନୀୟ ବୁହାଳ ଏବଂ ବାଲିପଡିଆ ଗାଁର ବାସିନ୍ଦା।

ଖବର ଅନୁସାରେ ଏହି ଦୁଇଜଣ ଅଭିଯୁକ୍ତଙ୍କ ଠାରୁ ସନ୍ତୋଷ ଟଙ୍କା ନେଇ ଆଉ ଫେରାଉ ନଥିଲେ। ତେଣୁ ୨ ଅଭିଯୁକ୍ତ କ୍ରୋଧାନ୍ୱିତ ହୋଇ ସନ୍ତୋଷକୁ ଛୁରୀ ଓ ପଥରରେ ଛେଚି ମାରିଛନ୍ତି ବୋଲି ପୋଲିସ କହିଛି। ସେମାନେ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଇଟା, ପଥର, ଛୁରୀ ଜବତ କରାଯାଇଛି। ଏନେଇ ସାମ୍ୱାଦିକ ସମ୍ମିଳନୀରେ ସାଲେପୁର ଏସଡିପିଓ ବିମଳ ବାରିକ ସୂଚନା ଦେଇଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ:~ଏମିତି ବି ଆସେ ମୃତ୍ୟୁ; ଟ୍ରେନ୍ ଚକାରେ କଟିଗଲେ ୬ ଜଣ, ଜଣେ ଗୁରୁତର

   Related Posts