ପୁରୀ ଜିଲ୍ଲାପାଳଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍, ଆଇ.ଟି. ବିଭାଗରେ ଅଭିଯୋଗ କଲେ ଜିଲ୍ଲାପାଳ
10/09/2022 at 6:43 PM

Puri collector twitter account hack_breaking_10.09.2022
ପୁରୀ : ପୁରୀ ଜିଲ୍ଲାପାଳଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍
ଏନେଇ ଆଇ.ଟି. ବିଭାଗକୁ ଅଭିଯୋଗ ଜଣାଇଛନ୍ତି ଜିଲ୍ଲାପାଳ
ଖୁବ୍ ଶିଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ
କିଏ ଏବଂ କାହିଁକି ଆକାଉଣ୍ଟ ହ୍ୟାକ୍ କରିଛି ତଦନ୍ତ ପରେ ସ୍ପଷ୍ଟ ହେବ
ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା…
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023