ଯାଆଁଳା ଶିଶୁ କନ୍ୟାଙ୍କୁ ଛାଡି ମା ଫେରାର
27/05/2018 at 7:30 AM

ପୁଣି ଆଲୋଡା ହେଲା ଶିଶୁ କନ୍ୟା
ଯାଆଁଳା ଶିଶୁ କନ୍ୟାଙ୍କୁ ଛାଡି ମା ଫେରାର
ବଲାଙ୍ଗିର ରେଲୱେ ଷ୍ଟେସନ ଶୌଚାଳୟରୁ ଶିଶୁକନ୍ୟା ଉଦ୍ଧାର
ଏକ ବ୍ୟାଗ୍ରୁ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ
ଯାଆଁଳା ଶିଶୁଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି
ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା କହିଲେ ଡାକ୍ତର
ବଲାଙ୍ଗିର ଜିଆର୍ପିର ତଦନ୍ତ