suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

୨୮ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ; ୩ ଅଭିଯୁକ୍ତ ଗିରଫ

27/12/2022 at 11:39 PM

ଜଟଣୀ ୨୭/୧୨: ସୋମବାର ବା ଗତ ରାତିରେ ଇନଫୋଭେଲି ଆଇଆଇସିଙ୍କ ନିର୍ଦ୍ଦେଶରେ ଏକ ସ୍ପେସିଆଲ ଟିମ ଯାଆଁଳା ପାଖ ଲକ୍ଷ୍ମୀପୂଜା ମଣ୍ଡପରେ ଚଢ଼ଉ କରି ୨୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି। ଏହା ସହିତ ୨ଟି ମୋଟର ସାଇକେଲ, ୩ ଟି ମୋବାଇଲ ଫୋନ ସହ ୧୨୦୦ ଟଙ୍କା ଜବତ ହୋଇଛି। ଧଳା ଜହର କାରବାର ଅଭିଯୋଗରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ପରିଚୟ ରାଜେଶ ଦାସ, ଅଜୟ ମଲ୍ଲିକ ଗୁଣୁ ପଣ୍ଡା। ପରେ ସେମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି l

   Related Posts