୨୮ ଗ୍ରାମ୍ ବ୍ରାଉନ୍ସୁଗର ଜବତ; ୩ ଅଭିଯୁକ୍ତ ଗିରଫ
27/12/2022 at 11:39 PM

ଜଟଣୀ ୨୭/୧୨: ସୋମବାର ବା ଗତ ରାତିରେ ଇନଫୋଭେଲି ଆଇଆଇସିଙ୍କ ନିର୍ଦ୍ଦେଶରେ ଏକ ସ୍ପେସିଆଲ ଟିମ ଯାଆଁଳା ପାଖ ଲକ୍ଷ୍ମୀପୂଜା ମଣ୍ଡପରେ ଚଢ଼ଉ କରି ୨୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି। ଏହା ସହିତ ୨ଟି ମୋଟର ସାଇକେଲ, ୩ ଟି ମୋବାଇଲ ଫୋନ ସହ ୧୨୦୦ ଟଙ୍କା ଜବତ ହୋଇଛି। ଧଳା ଜହର କାରବାର ଅଭିଯୋଗରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ପରିଚୟ ରାଜେଶ ଦାସ, ଅଜୟ ମଲ୍ଲିକ ଗୁଣୁ ପଣ୍ଡା। ପରେ ସେମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି l
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023