ମାଲକାନଗିରିରେ ଟିଭି ବୋମା ଆତଙ୍କ
8/05/2018 at 9:35 AM

ମାଲକାନଗିରିରେ ଟିଭି ବୋମା ଆତଙ୍କ…ମାଥଲୀ ଥାନା ଗୋବିନ୍ଦପାଲ୍ଲି ମୁଖ୍ୟ ରାସ୍ତା କଡରେ ଥିବା ଏକ ଗଛ ମୂଳେ ପରିତ୍ୟକ୍ତ ପୁରୁଣା ଟିଭି ଦେଖିବାକୁ ମିଳିଥିଲା ….ଯାହାକୁ ଦେଖି ସ୍ଥାନୀୟ ଅଂଚଳରେ ଟିଭି ବୋମା ଭୟ ଖେଳିଯାଇଛି … ଟିଭି ଭିତରେ ନକ୍ସଲ ମାନେ ବୋମା ଖଞ୍ଜି ଯବାନଙ୍କୁ ଟାର୍ଗେଟ କରିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ….ଘଟଣାସ୍ଥଳରେ ବିଏସଏଫ୍ ଯବାନ ପହଂଚି ଟିଭିକୁ ତନଖି ଦେଖିଥିଲେ ଓ ପରେ ବୋମା ଉଦ୍ଧାରକାରୀ ଦଳ ପହଞ୍ଚି କରିଥିଲେ …