ପ୍ରାୟ ଶାଢୀରେ ନଜର ଆସୁଥିବା ଏହି ଅଭିନେତ୍ରୀ ଙ୍କ ହଟ୍‌ ଫଟୋ ହେଲା ଭାଇରାଲ

Published By : Prameya-News7 Bureau | August 01, 2019 IST

ମୁମ୍ବାଇ୧|୮: ଲୋକପ୍ରିୟ ଟିଭି ଅଭିନେତ୍ରୀ ମେଘା ଗୁପ୍ତା ଶେଷ ଥର ପାଇଁ ଟିଭି ସୋ ଆୟୁଷ୍ମାନ ଭବଃ: ମୈ ସମୀରାରେ ଘରୋଇ ଚରିତ୍ରରେ ନଜର ଆସିଥିଲେ। କାବ୍ୟାଞ୍ଜଳି, କୁମ୍‌କୁମ୍‌, ସିଆଇଡି, ମୈ ତେରି ପରଛାଇ ହୁଁ ଓ ଅନ୍ୟାନ୍ୟ ଧାରାବାହିକରେ ଅଭିନୟ କରିଛନ୍ତି ମେଘା।

{"id":139689}

ଏହା ବ୍ୟତୀତ ମେଘା ନଚ ବଲିଏ- ୪ରେ ଡାନ୍ସ ପ୍ରତିଯୋଗୀତା ଭାବେ ଭାଗ ନେଇଥିଲେ। ଛୋଟ ପରଦାରେ ସେ ସବୁବେଳେ ଶାଢୀ ବା ଅନ୍ୟାନ୍ୟ ପାରମ୍ପରିକ ପରିଧାନରେ ଦେଖାଯାଆନ୍ତି । ହେଲେ ମେଘା ରିୟଲ ଲାଇଫରେ ସମ୍ପୂର୍ଣ୍ଣ ଅଲଗା। ଏବେ କିଛି ଦିନ ହେବ ମେଘାଙ୍କ ହଟ୍‌ ଫଟୋ ଇଣ୍ଟରନେଟ୍‌ରେ ବେଶ ଧମାଲ କରୁଛି।

{"id":139691}

ଏଥିରେ ସେ ଖୁବ୍‌ ନିଆରା ରୂପରେ ନଜର ଆସିଛି। ଯାହା ଦେଖି ଅଧିକାଂଶ ଦର୍ଶକ ଆଶ୍ଚର୍ଯ୍ୟ ହୋଇଛନ୍ତି।ତାଙ୍କର ଏଭଳି ରୂପ ଅନେକ ଫ୍ୟାନ୍ସଙ୍କୁ ଘାୟଲ କରିଛି। ମେଘା ଇନ୍‌ଷ୍ଟାରେ ନିଜର ଅନେକ ହଟ୍‌ ଫଟୋ ସେୟାର କରିଛନ୍ତି।

{"id":139695}

ଟିଭି ସିରିଏଲ ଏକ ଥା ରାଜା ଏକ ଥା ରାନୀର ଫେମ୍‌ ଅଭିନେତା ସିଦ୍ଧାର୍ଥ କାର୍ଣ୍ଣିକଙ୍କୁ ମେଘା ୨୦୧୬ ମସିହାରେ ବିବାହ କରିଥିଲେ। ମେଘା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି। ଏବେ ସୋସିଆଲ ମିଡିଆରେ ସେ ପୋଷ୍ଟ କରିଥିବା ଫଟୋ ଭାଇରାଲ ହେବାରେ ଲାଗିଛି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.