oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଟ୍ୟୁସନ ସାର୍ ନାଁରେ କଳଙ୍କ, ଛାତ୍ରୀଙ୍କୁ ଦେଖାଉଥିଲେ ଅଶ୍ଲୀଳ ଭିଡିଓ

26/03/2022 at 2:40 PM

ନୂଆଦିଲ୍ଲୀ, ୨୬/୦୩:   ହରିୟାଣାର ଜିନ୍ଦରେ ଜଣେ ଟ୍ୟୁସନ ଶିକ୍ଷକଙ୍କ ଲଜ୍ଜାଜନକ କାଣ୍ଡ ସାମ୍ନାକୁ ଆସିଛି । ଶିକ୍ଷକ ଜଣଙ୍କ ଜଣେ ଛାତ୍ରୀଙ୍କୁ ଜବରଦସ୍ତି ଅଶ୍ଲୀଳ ଭିଡିଓ ଦେଖାଉଥିବା ଅଭିଯୋଗ ହୋଇଛି । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିବା ସହ ମାମଲା ରୁଜୁ କରିଛି ।

ସୂତନାନୁସାରେ, ଅଙ୍କୁର ନାମକ ଜଣେ ବ୍ୟକ୍ତି ଜଣେ ଛାତ୍ରୀଙ୍କୁ ଟ୍ୟୁସନ କରିବାକୁ ଆସୁଥିଲେ । ପାଠ ପଢାଇବା ବେଳେ ସେ ଛାତ୍ରୀଙ୍କୁ ଜୋର ଜବରଦସ୍ତ ଅଶ୍ଲୀଳ ଭିଡିଓ ଦେଖାଉଥିଲେ । ଏହାସହ କାହାକୁ କିଛି କହିଲେ ଜୀବନରେ ତାଙ୍କ ପିତାଙ୍କୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ତେବେ ଛାତ୍ରୀଜଣଙ୍କ ଅତିଷ୍ଠ ହୋଇ ମାତା-ପିତାଙ୍କୁ ଏବାବଦରେ ଜଣାଇଥିଲେ ।

ମାତା-ପିତା ସଂପୃକ୍ତ ଛାତ୍ରୀଙ୍କୁ ଆଉ ଟ୍ୟୁସନ ଛାଡିନଥିଲେ । କିନ୍ତୁ ଅଙ୍କୁର ଲଗାତର ଭାବେ ପୀଡାତିଙ୍କ ପିଛା କରୁଥିଲେ । ଏପରିକି ହତ୍ୟା ଧମକ ମଧ୍ୟ ଦେଇଥିଲେ । ଏନେଇ ପୀଡିତା ଓ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହେବା ପରେ ମାମଲା ସାମ୍ନାକୁ ଆସିଛି । ତେବେ ଅଭିଯୁକ୍ତ ଶିକ୍ଷକ ଫେରାର ଥିବା ସୂଚନା ମିଳିଛି । ତାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।  

   Related Posts