oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

୧୪ ବର୍ଷର ଛାତ୍ର ସହ ପ୍ରେମରେ ପଡିଗଲେ ଟ୍ୟୁସନ ମାଷ୍ଟ୍ରାଣୀ, ବିବାହିତା ହୋଇ ବି ନାବାଳକ ସହ ଜବରଦସ୍ତ ଶାରୀରିକ ସମ୍ପର୍କ

6/09/2021 at 3:00 PM

ନୂଆଦିଲ୍ଲୀ,୦୬/୦୯:    ଶିକ୍ଷକଙ୍କୁ ଭଗବାନଙ୍କ ରୂପ କୁହାଯାଏ । କାରଣ ଶିଶୁର ଭବିଷ୍ୟତ ଗଢିବାରେ ଜଣେ ଶିକ୍ଷକ ବା ଶିକ୍ଷୟତ୍ରୀ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କିନ୍ତୁ ଏପରି କିଛି ଘଟଣା ସାମ୍ନାକୁ ଆସୁଛି ଯାହା ଛାତ୍ର-ଶିକ୍ଷକ ସମ୍ପର୍କକୁ କଳୁଷିତ କରିଦେଉଛି ।

ଆମେରିକାର କାଲିଫର୍ଣ୍ଣିଆ ସହରରେ ଏକ ଅଜବ ଘଟଣା ଘଟିଛି । ଏଠାରେ ଜଣେ ବିବାହିତ ଟ୍ୟୁସନ ଶିକ୍ଷୟତ୍ରୀ ଜଣେ ନାବାଳକ ଛାତ୍ରଙ୍କ ସହ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଛନ୍ତି । ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାନୁସାରେ, କ୍ରିଷ୍ଟଲ ଜାକସନ୍ ନାମକ ଜଣେ ମହିଳା ମାଉଣ୍ଟ ନ୍ୟୁ ଇଣ୍ଡିପେଣ୍ଡେଣ୍ଟ୍ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାମ କରନ୍ତି । ଏହାସହ ସେ କୋଚିଂରେ ମଧ୍ୟ ପାଠ ପଢାନ୍ତି । କୋଚିଂରେ ପଢାଇଲା ବେଳେ ତାଙ୍କର ଜଣେ ୧୪ ବର୍ଷୀୟ ଛାତ୍ର ସହ ପ୍ରେମ ହୋଇ ଯାଇଥିଲା ।  ଏପରିକି ସେ ନାବାଳକ ସହ ଜବରଦସ୍ତି ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଥରେ ନୁହେଁ ସେ ୩ ଥର ଛାତ୍ରଙ୍କ ସହ ସେକ୍ସ କରିଥିଲେ ।

ଘଟଣା ଶିଶୁ କଲ୍ୟାଣ ଅଧିକାରୀଙ୍କ ପାଖରେ ପହଁଚିବା ପରେ ତଦନ୍ତ ଆରମ୍ଭ ହୋଇଛି । ଶିକ୍ଷୟିତ୍ରୀଙ୍କ ବିରୋଧରେ ମାମଲା ଚାଲିଥିବା ସୂଚନା ମିଳିଛି ।

   Related Posts