ତୁଷୁରା ଏୟାର ଷ୍ଟ୍ରିପର ହେବ ଆଧୁନିକୀକରଣ, ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

Published By : Prameya-News7 Bureau | December 05, 2023 IST

ଭୁବନେଶ୍ବର: ତୁଷୁରା ଏୟାର ଷ୍ଟ୍ରିପ ଆଧୁନିକୀକରଣ ପାଇଁ ୬୫ କୋଟି ଅନୁମୋଦନ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି। ସୂଚନାଥାଉକି, ପୂର୍ବରୁ ବଲାଙ୍ଗିର ଗସ୍ତ ବେଳେ ଜନସାଧାରଣଙ୍କ ପକ୍ଷରୁ ୫ଟି ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ ଜନସାଧାରଣ । ଏନେଇ ଜିଲ୍ଲାପାଳଙ୍କୁ ଡିପିଆର ପ୍ରସ୍ତୁତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ଆଉ ଏବେ ଏହାକୁ ମଞ୍ଜୁରୀ ମିଳିଛି।

wp:html /wp:html

ଆହୁରି ପଢ଼ନ୍ତୁ: ରାଜ୍ୟ କ୍ୟାବିନେଟ୍‌ର ୬୮ ତମ ବୈଠକ: ୧୦ ପ୍ରସ୍ତାବ ଉପରେ ବାଜିଲା ମୋହର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.