Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ମଙ୍ଗଳବାର ରାଶିଫଳ: ପରିବାର ସଦସ୍ୟମାନଙ୍କ ମଧ୍ୟରେ ତାଳମେଳ ରହିବ, ଧର୍ମ କାର୍ଯ୍ୟରେ ମନ ନିବେଶ କରିବେ

20/12/2021 at 6:20 PM

ମେଷ – ପରିବାର ସଦସ୍ୟମାନଙ୍କ ମଧ୍ୟରେ ତାଳମେଳ ରହିବ । ଗୃହିଣୀମାନେ ପୂଜାପାଠରେ ବ୍ୟସ୍ତ ରହିବେ ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଧର୍ମ କାର୍ଯ୍ୟରେ ମନ ନିବେଶ କରିବେ । ବ୍ୟବସାୟରେ ସଫଳତା ପାଇବେ ସତର୍କତା ସହିତ କାର୍ଯ୍ୟରେ ମନ ଦିଅନ୍ତୁ ।
• ଚାଷୀ-ଜମିର ଉର୍ବରତା ପାଇଁ ଜୈବିକସାରର ବ୍ୟବହାର କରନ୍ତୁ ।
• ରୋଗୀ-ଆଜିକିଛି ଦିନ ସତର୍କ ରୁହନ୍ତୁ ।
• ଛାତ୍ରଛାତ୍ରୀ-ପାଠପଢାରେ ମନ ଦେବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ-ଅର୍ଥ ହାନୀ ହେବ ।
• ଗୃହିଣୀ-ସୁଖ ଅନୁଭବ କରିବେ ।

ବୃଷ – ଗୃହିଣୀ ପିଲାମାନଙ୍କ ପ୍ରତିଚିନ୍ତାରେ ରହିବେ। ପାରିବାରିକକ୍ଷେତ୍ରରେଶାନ୍ତିରହିବ । କର୍ମଜୀଵିମାନେ କାର୍ଯ୍ୟରେ ଭଗବାନ ବିଷ୍ଣୁଙ୍କ ପ୍ରତିମା ଦର୍ଶନ କରି ବାହାରନ୍ତୁ ।
• ଗୃହିଣୀ-ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ଆବଶ୍ୟକ ।
• ରୋଗୀ-ଅସାଧ୍ୟ ରୋଗରେ ପୀଡିତ ହେବେ ।
• ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।

ମିଥୁନ -ପ୍ରତ୍ୟେକଟି କ୍ଷେତ୍ରରେ ସଫଳତା ମିଳିବ ନିଜ କାମ ଓ ବ୍ୟବହାରକୁ ନେଇ ମାନସମ୍ମାନ ମିଳିବ, ମନରେ ଥିବା ଇଛା ପୂରଣ ହେବ ଶୁଭ କାର୍ଯ୍ୟ ଶୁଭାରମ୍ଭ କରିପାରନ୍ତି, ବାଣିଜ୍ୟ, ବ୍ୟବସାୟରେ ଲାଭବାନ ରହିବେ ମହିଳାମାନେ ପୁରା ଦିନ ହସଖୁସିରେ କଟିବ କୌଣସି ମହିଳାଙ୍କୁ କିଛି ଉପହାର ଦିଅନ୍ତୁ ।
• ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
• ରୋଗୀ-ଅସାଧ୍ୟ ରୋଗରେ ପୀଡିତ ହେବେ ।
• ଛାତ୍ରଛାତ୍ରୀ-ଯୋଗ, ସ୍ମରଣଶକ୍ତି ବଢାଇଥାଏ ।
• କର୍ମଜୀବି-ସଫଳତା ହାତଛଡା ହୋଇଯିବ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ-ସୁଖୀ ହେବେ ।

କର୍କଟ -ଗୃହିଣୀମାନେ କାର୍ଯ୍ୟ କରି ପ୍ରଶଂସିତହେବେ କାର୍ଯ୍ୟରେ ଅବହେଳା କରିବେ ନାହିଁ। ଚାଷୀମାନଙ୍କର କୌଣସି ସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ।ଜଳବାୟୁ ବିଷୟରେ ସଠିକ ବିବରଣୀ ନିଅନ୍ତୁ। ଘରୁ ବାହାରିବା ସମୟରେ ଦ୍ୱାରବନ୍ଧକୁ ପ୍ରଣାମ କରି ବାହାରନ୍ତୁ ।
• ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
• କର୍ମଜୀବି- ଜଳଯାତ୍ରା ମନା ।
• ଛାତ୍ରଛାତ୍ରୀ-ଯୋଗ, ସ୍ମରଣଶକ୍ତି ବଢାଇଥାଏ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ ।
• ଚାଷୀ-ଜୈବିକସାର ମାଟିରେ ବ୍ୟବହାର ଉଚିତ୍‌ ।

ସିଂହ -ଆଜିର ଦିନଟି ଚାଷୀ ପାଇଁ ମଙ୍ଗଳ ହେବ । ଅଧା ରହିଥିବା କାର୍ଯ୍ୟକୁ ପୁର୍ଣ କରିବା ପାଇଁ ଆପଣଙ୍କୁ ସୁଯୋଗ ମିଳିବ । ବ୍ୟବସାୟୀମାନେ ସଫଳତା ପାଇବେ । ଘରୁ ବାହାରିବା ସମୟରେ ମନ୍ଦାର ଫୁଲ ସାଙ୍ଗରେ ଧରି ଯାତ୍ରା କରନ୍ତୁ ମଙ୍ଗଳ ହେବ ।
• ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
• ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
• ଛାତ୍ରଛାତ୍ରୀ-ବହୁ ପରିଶ୍ରମ କରିବାକୁ ପଡିବ ।
• କର୍ମଜୀବି-ସମ୍ମାନିତ ହେବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।

କନ୍ୟା -ଗୃହିଣୀମାନଙ୍କ ପାଇଁ ଟିକେ ଦୁଃଖମୟ ରହିବ ଜଳବାୟୁ ପ୍ରତି ସତର୍କ ରହି କାର୍ଯ୍ୟ କରନ୍ତୁ । ଗୃହିଣୀମାନେ କାର୍ଯ୍ୟରେ ବ୍ୟସ୍ତ ରହିବେ । ଛାତ୍ରଛାତ୍ରୀ ପାଠପକା ପ୍ରତି ସଜାଗ ରହିବେ। ପରିବାରର ଶାନ୍ତି ପାଇଁ ଘର ଚାରିପଟେ ନାଲି ସିନ୍ଦୁର ସିଞ୍ଚନ କରନ୍ତୁ ।
• ଚାଷୀ-ଚାଷକାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
• ରୋଗୀ-ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
• ଛାତ୍ରଛାତ୍ରୀ-ବିଦ୍ୱାନ୍‌ ହେବେ ।
• କର୍ମଜୀବି-କାର୍ଯ୍ୟତତ୍ପର ରହିବେ ।
• ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍‌କୁ ହାତଛଡା କରନ୍ତୁ ନାହିଁ ।
• ଗୃହିଣୀ-ସୁଖଭାରା ଦିନଟି ।

ତୁଳା -ବ୍ୟବସାୟୀମାନେ କ୍ଷତିରେ ପଡିପାରନ୍ତି ଜଗି ରଖି କାମ କରନ୍ତୁ । ବନ୍ଧୁମାନଙ୍କର ପରାମର୍ଶ ଓ ସହଯୋଗ ମିଳିବ । ଛାତ୍ରଛାତ୍ରୀ ପାଠପଢାରେ ମନ ଦେବେ। ଅନଲାଇନ ବିଦ୍ୟା ଗ୍ରହଣ କରିବେ।
• ଚାଷୀ-ଜମିର ଉର୍ବରତା ପାଇଁ ଜୈବିକସାରର ବ୍ୟବହାର କରନ୍ତୁ ।
• ରୋଗୀ-ବ୍ୟାୟାମ୍‌ କରିବା ଉଚିତ୍‌ ।
• ଛାତ୍ରଛାତ୍ରୀ-ବିଜ୍ଞ ହେବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ-ଅର୍ଥ ହାନୀ ହେବ ।
• ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ବିଛା -ପୁରାଦିନ ମନରେ ଉତ୍ସାହ ଭରି ରହିବ କିନ୍ତୁ ଶରୀରରେ କିଛି ଯନ୍ତ୍ରଣାରୁ ଦୁଃଖ ଅନୁଭବ କରିବେ । ବ୍ୟବସାୟୀମାନଙ୍କ ହାତକୁ ଆସୁଥିବା ଡିଲ୍, ପଳେଇ ଯାଇପାରେ।ଧୈର୍ଯ୍ୟ ନହରାଇ ପୁନଃ ଚେଷ୍ଟା କରି ପାଇପାରିବେ ।
• ଗୃହିଣୀ- ପରକୁ ଆପଣାର କରିବେ ।
• ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
• କର୍ମଜୀବି- ଜଳଯାତ୍ରା ମନା ।
• ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଚାଷୀ- ଶ୍ରମସାର୍ଥକ ହେବ ।

ଧନୁ -ସ୍ୱାସ୍ଥ୍ୟଦୃଷ୍ଟିରୁ ଆଜିର ଦିନଟି ଭଲ ରହିବ ନାହିଁ, ଭାବୁଥିବା ବା ଅଧା ରହିଯାଇଥିବା କାର୍ଯ୍ୟ ପରିପୂର୍ଣ ହେବ । ରୋଗୀମାନେ ଅସାଧ୍ୟ ରୋଗରୁ ମୁକ୍ତ ହୋଇ ସାମାନ୍ୟ ସୁସ୍ଥ ଅନୁଭବ କରିବେ। ମା ପାର୍ବତୀଙ୍କୁ ପୁଷ୍ପ ଅର୍ପଣ କରନ୍ତୁ ।
• ଚାଷୀ-କୌଣସି ସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ-ଅସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
• କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
• ବ୍ୟବସାୟୀ-ନୂଆ ଡିଲ୍‌ ମିଳିବ ।
• ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।

ମକର- ଗୃହିଣୀମାନେ ଧର୍ମ କାର୍ଯ୍ୟରେ ମନ ଦେବେ । ଚାଷୀମାନେ ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ। କୀଟନାଶକର ସଠିକ ସମୟରେ ବ୍ୟବହାର କରନ୍ତୁ। କର୍ମଜୀବିମାନେ କାର୍ଯ୍ୟରେ ବ୍ୟସ୍ତ ରହିବେ କର୍ମକ୍ଷେତ୍ରରେ ଉନ୍ନତି ମିଳିବ ।
• ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
• ରୋଗୀ-ଅସାଧ୍ୟ ରୋଗରୁ ମୁକ୍ତ ହେବେ ।
• ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ-ଅର୍ଥ ଲାଭ ହେବ ।
• ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

କୁମ୍ଭ -ବ୍ୟବସାୟୀମାନେ ଦୂର ଦେଶ ଯାତ୍ରା କରିବାର ସୁଯୋଗ ପାଇବେ ଅଯଥା ଖର୍ଚ୍ଚ ବୃଦ୍ଧିପାଇବ, ପୁରା ଦିନ ବ୍ୟସ୍ତତା ମଧ୍ୟରେ କଟିବ ଧିରସ୍ଥିର ହୋଇ ସଂଯମତା ରଖି କଥା କୁହନ୍ତୁ, ପୁରାଦିନ ସତର୍କ ରୁହନ୍ତୁ । ରୋଗୀମାନେ ରୋଗରୁ ମୁକ୍ତ ହୋଇପାରନ୍ତି ବ୍ୟାୟାମ କରିବା ଉଚିତ।
• ଗୃହିଣୀ-ନୂଆବସ୍ତ୍ର ଲାଭ ହେବ ।
• ବ୍ୟବସାୟୀ-ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
• କର୍ମଜୀବି-କାର୍ଯ୍ୟକରି ପ୍ରଶଂସିତ ହେବେ ।
• ଛାତ୍ରଛାତ୍ରୀ-ବହୁ ପରିଶ୍ରମ କରିବାକୁ ପଡିବ ।
• ରୋଗୀ-ସୁସ୍ଥ ଅନୁଭବ କରିବେ ।
• ଚାଷୀ-କୌଣସି ସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।

ମୀନ -ଚାଷୀଭାଇମାନେ ମାଟିର ଉର୍ବରତା ପାଇଁ କୃଷିବିଭାଗର ପରାମର୍ଶ ନିଅନ୍ତୁ।ଗୃହିଣୀମାନେ ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ। ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ବାହାରକୁ ବାହାରିବା ସମୟରେ ଗଣେଶ ମନ୍ତ୍ର ଜପ କରି ଯାତ୍ରା କରନ୍ତୁ ।
• ଚାଷୀ-ଜୈବିକସାର ମାଟିରେ ବ୍ୟବହାର ଉଚିତ୍‌ ।
• ରୋଗୀ- ସତର୍କତାର ଦିନ ।
• ଛାତ୍ରଛାତ୍ରୀ- ଅନ୍‌ଲାଇନ୍‌ ବିଦ୍ୟା ଆରୋହଣ କରିବେ ।
• କର୍ମଜୀବି-କାର୍ଯ୍ୟକରି ପ୍ରଶଂସିତ ହେବେ ।
• ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

   Related Posts