ତାଳଚେରରେ ଟ୍ରକ ଭଡା ବୃଦ୍ଧି ପ୍ରତିବାଦରେ ଟ୍ରକ ଧର୍ମଘଟ

Published By : Prameya-News7 Bureau | July 01, 2019 IST

ଅନୁଗୁଳ ୧/୭ : ଅନୁଗୁଳ ଟ୍ରକ ଧର୍ମଘଟ ହୋଇଛି । ଟ୍ରକ ଭଡା ବୃଦ୍ଧି ପ୍ରତିବାଦରେ ଟ୍ରକ ଧର୍ମଘଟ ହୋଇଛି । ଆଜିଠାରୁ ଅନିର୍ଦିଷ୍ଟ କାଳ ପାଇଁ ଟ୍ରକ ଧର୍ମଘଟ ଆରମ୍ଭ ହୋଇଛି । ଯାହାଫଳରେ ଏମସିଏଲ ତାଳଚେର କ୍ଷେତ୍ରରୁ ଟ୍ରକ ଯୋଗେ ବିଭିନ୍ନ କ୍ଷୁଦ୍ର ଏବଂ ବୃହତ ସଂସ୍ଥାକୁ କୋଇଲା ପରିବହନ ବନ୍ଦ ରହିଛି । ଏଥିରେ ଅଢେଇ ହଜାର ଟ୍ରକ ମାଲିକଙ୍କ ସହ ୭ ହଜାର ଟ୍ରକ ସାମିଲ ଅଛନ୍ତି । ଏହାଯୋଗୁଁ Ntpc, Nalco ଏବଂ ଜିନ୍ଦଲ ଭଳି ବୃହତ ଶିଳ୍ପ ସଂଥାକୁ କୋଇଲା ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ରହିବ ।

{"id":129242}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.