ଚୋରା ଗଞ୍ଜେଇ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
5/03/2020 at 11:15 AM

ଆଠଗଡ ୫।୩: ଆଠଗଡ ଥାନା ପକ୍ଷରୁ ଏକ ଚୋରା ଗଞ୍ଜେଇ ଟ୍ରକ୍ ଜବତ କରାଯାଇଛି । ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଟ୍ରକର କ୍ୟାବିନରେ ୧ କ୍ବିଣ୍ଟାଲ ୨୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ନେଇ ଯାଉଥିବା ଆଠଗଡ ପୋଲିସ ଖବର ପାଇଥିଲା ।

ଆଠଗଡ ଗୋପବନ୍ଧୁ ଛକ ନିକଟରୁ ଟ୍ରକଟିକୁ ବୁଧବାର ରାତିରେ ଜବତ କରିଥିଲା ପୋଲିସ । ଟ୍ରକଟି ୟୁପି ଅଞ୍ଚଳର ହୋଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି ।
Related Posts
ନବ ଦାସଙ୍କୁ କେମିତି ହତ୍ୟା କରିଥିଲା, ବନ୍ଧୁକ ଧରି ଡେମୋ ଦେଖାଇଲା ଗୋପାଳ
7 February 2023
ଧରାପଡିଲେ ୭ ଡକାୟତ, ଅନେକ ସ୍ଥାନରୁ ଲୁଟି ପୋଲିସ୍କୁ ଦେଉଥିଲେ ଚକ୍ମା
7 February 2023
ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7 February 2023