oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ବେଆଇନ୍‌ ଗୋଚାଲାଣର ପର୍ଦ୍ଦାଫାଶ : ୫୦ ଗୋରୁ ଉଦ୍ଧାର, ୩ ଅଟକ

25/01/2022 at 10:13 AM

ଭଦ୍ରକ ୨୫।୦୧:  ବେଆଇନ୍‌ ଗୋଚାଲାଣର ପର୍ଦ୍ଦାଫାଶ । ୫୦ରୁ ଅଧିକ ଗୋରୁ ଉଦ୍ଧାର । ଗାଡ଼ିକୁ ଜବତ କରିବା ସହ ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ପୋଲିସ ।

ଖବର ଅନୁଯାୟୀ,  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପୋଲିସ ଏକ ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି । ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ ଟି ବେଆଇନ ଭାବେ ଗୋରୁ ବୋଝେଇ କରି ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିଲା । ଏହି ସମୟରେ ଭଣ୍ଡାରିପୋଖରୀ ପୋଲିସ ନାକାବନ୍ଦୀ କରି ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା । ତେବେ ବେଆଇନ ଭାବେ ଗୋରୁ ଚାଲାଣ ନେଇ ଟ୍ରକକୁ ଜବତ କରିଛି ପୋଲିସ ।

ସେହିପରି ଟ୍ରକରୁ ଉଦ୍ଧାର ହୋଇଥିବା ପ୍ରାୟ ୫୦ ଗୋରୁଙ୍କୁ ମଇତାପୁର ସ୍ଥିତ ଗୋଶାଳାରେ ଛାଡିଛି ପୋଲିସ ।  ବେଆଇନ ଗୋଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖିଛି ଭଣ୍ଡାରିପୋଖରୀ ପୋଲିସ ।

   Related Posts