ଭାରସାମ୍ୟ ହରାଇ ଘର ଭିତରକୁ ମାଡିଗଲା କୋଇଲା ବୋଝେଇ ଟ୍ରକ
10/06/2018 at 7:18 AM

ଭାରସାମ୍ୟ ହରାଇ ଘର ଭିତରକୁ ମାଡିଗଲା ଟ୍ରକ
ଅନୁଗୋଳ ଇଣ୍ଡଷ୍ଟ୍ରି ଛକ ନିକଟରେ ଦୁର୍ଘଟଣା
ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ
ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଓ ହେଲପର୍ ଫେରାର
ତାଳଚେର ଅଞ୍ଚଳରୁ କୋଇଲା ନେଇ ଯାଉଥିଲା ଟ୍ରକ