ନୂଆପଡ଼ା ଗୋତମା ନିକଟରେ ବାଲି ବୋଝେଇ ଟ୍ରକ ଓଲଟି ଡ୍ରାଇଭର ମୃତ
23/05/2018 at 7:35 AM

ବାଲି ବୋଝେଇ ଟ୍ରକ ଓଲଟି ଡ୍ରାଇଭର ମୃତ । ଜାତୀୟ ରାଜପଥ ୩୫୩ର ନୂଆପଡ଼ା ଗୋତମା ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ହେଉଛନ୍ତି ସ୍ଥାନୀୟ ତେଲିପଡ଼ାର ରାମ ଚରଣ ସାହୁ । ଘଟଣାସ୍ଥଳରୁ ପୋଲିସ ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।