ଅନୁଗୁଳରେ ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା; ଟ୍ରଲର ଡ୍ରାଇଭର ମୃତ
1/11/2018 at 11:38 AM

ଅନୁଗୋଳ ୧/୧୧ : ଅନୁଗୁଳ ଏନଏଚ-୧୪୯ ପାଲଲହଡା ନିମିରିଗଡାଠାରେ ଦୁର୍ଘଟଣା ଘଟିଛି | ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା ହୋଇଛି | ଘଟଣାସ୍ଥଳରେ ଟ୍ରଲର ଡ୍ରାଇଭରର ମୃତ୍ୟୁ ହୋଇଛି | ମୃତକ ଜଣକ ହେଲେ ମଧ୍ୟପ୍ରଦେଶ ଭିଭିଗରର କୈଳାସ ପ୍ରସାଦ ବିଶ୍ଵକର୍ମା | ଘଟଣାସ୍ଥଳରେ ଖମାର ପୋଲିସ ପହଂଚି ମୃତଦେହ ଜବତ କରି ତଦନ୍ତ କରୁଛି |
Related Posts
ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଓ ୩ ଗୁରୁତର
28 January 2023
କାଳେସୀ ଲାଗି ପାଣିକୁ ଡେଇଁଲେ ବୃଦ୍ଧ, ଚାଲିଗଲା ଜୀବନ
28 January 2023