suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ଅନୁଗୁଳରେ ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା; ଟ୍ରଲର ଡ୍ରାଇଭର ମୃତ

1/11/2018 at 11:38 AM

ଅନୁଗୋଳ ୧/୧୧ : ଅନୁଗୁଳ ଏନଏଚ-୧୪୯ ପାଲଲହଡା ନିମିରିଗଡାଠାରେ ଦୁର୍ଘଟଣା ଘଟିଛି | ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା ହୋଇଛି | ଘଟଣାସ୍ଥଳରେ ଟ୍ରଲର ଡ୍ରାଇଭରର ମୃତ୍ୟୁ ହୋଇଛି | ମୃତକ ଜଣକ ହେଲେ ମଧ୍ୟପ୍ରଦେଶ ଭିଭିଗରର କୈଳାସ ପ୍ରସାଦ ବିଶ୍ଵକର୍ମା | ଘଟଣାସ୍ଥଳରେ ଖମାର ପୋଲିସ ପହଂଚି ମୃତଦେହ ଜବତ କରି ତଦନ୍ତ କରୁଛି |

   Related Posts