oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବର୍ଷା ପାଣିରେ ଭାସିଗଲା ଟ୍ରକ, ଜଳବନ୍ଦୀ ଅବସ୍ଥାରେ ଲୋକେ

14/08/2022 at 9:26 PM

ସୁନ୍ଦରଗଡ଼, , ୧୪/୮: ବର୍ଷା ପାଣିରେ ଭାସିଗଲା ଟ୍ରକ । ସୁନ୍ଦରଗଡ ହେମଗିରି  ଡୁଲିଙ୍ଗାରେ ବର୍ଷା ପାଣିରେ ଏକ ଟ୍ରକ ଭାସିଯାଉଥିବା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଜାରି ରହିଥିବାରୁ ଉକ୍ତ ଅଞ୍ଚଳରେ ବନ୍ୟା ପରିସ୍ଥିତି ଫଳରେ ଲୋକଙ୍କ ଘର ଭାଙ୍ଗିବା ସହ ଲୋକେ ଜଳବନ୍ଦୀ  ଅବସ୍ଥାରେ ରହିଛନ୍ତି । ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି ।

   Related Posts