ସୁନ୍ଦରଗଡ଼, , ୧୪/୮: ବର୍ଷା ପାଣିରେ ଭାସିଗଲା ଟ୍ରକ । ସୁନ୍ଦରଗଡ ହେମଗିରି ଡୁଲିଙ୍ଗାରେ ବର୍ଷା ପାଣିରେ ଏକ ଟ୍ରକ ଭାସିଯାଉଥିବା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଜାରି ରହିଥିବାରୁ ଉକ୍ତ ଅଞ୍ଚଳରେ ବନ୍ୟା ପରିସ୍ଥିତି ଫଳରେ ଲୋକଙ୍କ ଘର ଭାଙ୍ଗିବା ସହ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି ।
ଏ ହେଉଛି କେଜ୍ରିୱାଲଙ୍କ ‘ଚମକୁଥିବା’ ଦିଲ୍ଲୀ...ଭିଡିଓ...