ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଟ୍ରକ୍‌ ଭିତରେ ରୋଷେଇ କରୁଥିଲେ ଡ୍ରାଇଭର ଓ ହେଲ୍‌ପର, ଚାଲାଣ କଟିବାକୁ ଗଲାବେଳେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍

23/10/2022 at 4:23 PM

ପାଟଣା, ୨୩/୧୦: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ପେଟ୍ରୋଲ ପମ୍ପ ନିକଟରେ ଏକ ୧୪ ଚକିଆ ଟ୍ରକ ହୁତୁ ହୁତୁ ହୋଇ ଜଳି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସରେ ରାସ୍ତାକଡ଼ରେ ଟ୍ରକକୁ ଛିଡ଼ା କରି ଗାଡ଼ି ଭିତରେ ଗ୍ୟାସରେ ରୋଷେଇ କରୁଥିଲେ । କବାଟ ଝରକା ବନ୍ଦ କରି ଗାଡ଼ିର ଚାଲାଣ କାଟିବାକୁ ଉଭୟ ଡ୍ରାଇଭର ଓ ହେଲପର ଯାଇଥିବା ବେଳେ ଏଭଳି  ଅଘଟଣ ଘଟିଛି । ତେବେ ଅଳ୍ପକେ ଆସନ୍ନ ବିପତ୍ତିରୁ ଚାଳକ ଓ ହେଲ୍ପର ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

   Related Posts