ଟ୍ରକ୍କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
1/12/2020 at 2:35 PM

ଭଦ୍ରକ ୧।୧୨: ଟ୍ରକ୍କୁ ୮୭ ହଜାର ୬ ଶହ ୨୦ ଟଙ୍କା ଜରିମନା । ଜରିମନା ଆଦାୟ କଲା ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ । ନିୟମଠାରୁ ଅଧିକ ଓଜନର ସାମଗ୍ରୀ ପରିବହନ ଓ ବିନା ପରମିଟ୍ ପାଇଁ ଲାଗିଛି ଜରିମନା । ଟ୍ରକଟି ତାମିଲନାଡୁର ବୋଲି ଜଣାପଡିଛି । ଏ ନେଇ ଟ୍ବିଟ୍ ଯୋଗେ ଭଦ୍ରକ ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।
Truck penalized Rs 87,620/- for carrying overload and plying without permit by RTO Bhadrak.@STAOdisha @DM_Bhadrak @SpBhadrak pic.twitter.com/0KBLcz0ZYx
— RTO BHADRAK (@RTOBHADRAK) December 1, 2020
Related Posts
ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜାବନ ବଞ୍ଚାଇବାକୁ ଦୌଡିଲେ ଲୋକେ
8 February 2023
ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
8 February 2023
ଆସୁଛନ୍ତି ରାଷ୍ଟ୍ରପତି, ମୁତୟନ ହେବେ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ
8 February 2023
କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
8 February 2023