ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କାରେ ୨ ମୃତ

Published By : Prameya-News7 Bureau | February 25, 2024 IST

ବାଲେଶ୍ବର: ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କାରେ ୨ ମୃତ। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବାଲେଶ୍ବର କୁରୁଡ଼ା ବ୍ରିଜ୍ ନିକଟରେ। ଦୁର୍ଘଟଣା ଫଳରେ କାରରେ ଥିବା ୨ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ବାଲେଶ୍ଵର ସଦର ଥାନା ଅଧୀନ ଜାତୀୟ ରାଜପଥ କୁରୁଡ଼ା ବ୍ରିଜ୍‌ ନିକଟରେ ଅପରାହ୍ନରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଚି। ଦୁଇ ମୃତକ ହେଲେ ଶ୍ରୀକାନ୍ତ ପଣ୍ଡା ଓ ମାୟାଧର ରାଜ ସମସ୍ତେ ବାଲେଶ୍ଵର ଜିଲ୍ଲାର ।

Updating...

Also Read: ନିଆରା ଢଙ୍ଗରେ ଚୋରି, ଫୋନ୍‌ ପେରେ ସ୍କାନ କରି ନେଇଗଲେ ୨୨ ହଜାର ଟଙ୍କା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.