ବଲାଙ୍ଗୀର ଆଦର୍ଶ ଥାନା ଶିବ ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣା, ଟ୍ରକ ଚାପାରେ ବାଇକ ଆରୋହୀ ମୃତ

Published By : Prameya-News7 Bureau | December 28, 2018 IST

wp:core-embed/youtube {"url":"https://www.youtube.com/watch?v=xUEFoG5u2sk\u0026feature=youtu.be","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=xUEFoG5u2sk&feature=youtu.be
/wp:core-embed/youtube {"id":68235,"align":"center","width":470,"height":372}
{"id":68236}
{"id":68238}

ବଲାଙ୍ଗୀର ୨୮/୧୨: ଟ୍ରକ ଚାପାରେ ବାଇକ ଆରୋହୀ ମୃତ । ବଲାଙ୍ଗୀର ଆଦର୍ଶ ଥାନା ଶିବ ମନ୍ଦିର ନିକଟରେ ଘଟିଛି ଏଇ ଦୁର୍ଘଟଣା । ମୃତକ ହେଲେ ଗାନ୍ଧୀନଗର ପଡ଼ାର ଗୋପାଳ ମିଶ୍ର । ତାଙ୍କୁ ଏକ ପାଇପ ବୋଝେଇ ଟ୍ରକ ଚାପି ଦେଇଥିଲା । ଉତ୍ୟକ୍ତ ଲୋକେ ଟ୍ରକକୁ ଭଙ୍ଗାରୁଜା କରିବା ସହ ରାସ୍ତା ରୋକ କରିବା ସହ ୨ଟି ଟ୍ରକ୍ ରେ ନିଆଁ ଲଗାଇ ଦେଇଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.