ଟ୍ରକ ବୋଲେରୋ ମୁହାଁମୁହିଁ ଧକ୍କା ; ୨ମୃତ ,୩ ଗୁରୁତର
12/06/2018 at 11:11 AM

ଅନୁଗୋଳ ବଅରପାଳ ଥାନା ନୂଆହତା ନିକଟ ଝୁରାଗାଡ଼ିଆ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକ ସହ ବଲେରୋ ମୁହାଁ ମୁହାଁ ମୁହିଁ ଧକ୍କା , ବଲେରୋ ଗାଡ଼ିରେ ଡ୍ରାଇଭରକୁ ମିଶାଇ ୬ ଜଣ ଥିଲେ, ୫ ଜଣଙ୍କ ଅବସ୍ଥା ଗୁରୁତ୍ବର ହେବାରୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ବାଟରେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଘଟଣା ସ୍ଥାନରୁ ଡ୍ରାଇଭର ଫେରାର ହୋଇଯାଇଛି । ଗୁରୁତ୍ବରଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭିର୍ତି କରାଯାଇଛି ।
Related Posts
କିଶୋର ଜେନାଙ୍କୁ ଦେଢ଼ କୋଟି ପୁରସ୍କାର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
4 October 2023