ଟ୍ରକ ଧକ୍କାରେ ଓଲଟିଲା କୁକୁଡା ବୋଝେଇ ପିକ୍ଅପ୍ ଭ୍ୟାନ: ଦୁର୍ଘଟଣା ପରେ ଗାଡିରୁ କୁକୁଡା ବୋହିନେଲେ ଲୋକେ

Published By : Prameya-News7 Bureau | December 20, 2019 IST

ପାଟଣା ୨୦।୧୨: କେନ୍ଦୁଝର ଜିଲ୍ଲା ପାଟଣା ତୁରୁମୁଙ୍ଗା ଥାନା ରେଙ୍ଗାଳବେଡା ନିକଟରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା ରହିଛି । ଘନ କୁହୁଡି ଯୋଗୁ ଦୁର୍ଘଟଣା ହୋଇଥିବା ସୂଚନା

{"id":199994,"sizeSlug":"large"}

ସୂଚନାଯୋଗ୍ୟ ଯେ,  ୪୯ ନମ୍ବର ରାଜପଥ ତୁରୁମୁଙ୍ଗା ଥାନା ରେଙ୍ଗାଳବେଡା ନିକଟରେ କୁକୁଡା ବୋଝେଇ ପିକ୍‌ଅପ୍‌ ଭ୍ୟାନକୁ ପଛରୁ ଧକ୍କାଦେଲା ଟ୍ରକ । ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା ରହିଛି । ତେବେ ଦୁର୍ଘଟଣା ପରେ ଗାଡିରେ ଥିବା କୁକୁଡା ଗୁଡିକୁ ସାଧାରଣଲୋକ ବୋହିନେଉଥିବାର ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.