ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ସମ୍ବଲପୁର-କଟକ ଜାତୀୟ ରାଜପଥରେ ବାଇକ୍‌କୁ ପିଟିଲା ଟ୍ରକ୍‌, ୩ ଆରୋହୀ ମୃତ

25/05/2022 at 4:36 PM

ସମ୍ବଲପୁର, ୨୫/୦୫: ସମ୍ବଲପୁର-କଟକ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭବାନୀପାଲିଠାରେ ଏହି ଦୁର୍ଘଟଣା ଘଟିଛି । ଏକ ବାଇକକୁ ଟ୍ରକ ଧକ୍କା ଦେଇଛି  । ଫଳରେ ଘଟଣା ସ୍ଥଳରେ ୩ ବାଇକ ଆରୋହୀଙ୍କର ପ୍ରାଣବାୟୁ ଉଡ଼ି ଯାଇଛି । ମୃତକଙ୍କ ମଧ୍ଯରୁ  ଜଣେ ହେଉଛନ୍ତି ଖଇରମାଲ ବଡମାଲର ଗୌତମ ସାହୁ, ଅନ୍ୟ ଦୁଇ ଜଣ ଯଥାକ୍ରମେ ଧମା ଓ ମୋଦିପଡା ଅଂଚଳର ହୋଇଥିବାବେଳେ ପରିଚୟ ମିଳିନାହିଁ । ଏମାନେ ସ୍ଥାନୀୟ ଏକ କ୍ରସରରେ କାମ କରୁଥିବାବେଳେ ବାଇକ ଯୋଗେ ଯୁଯୁମୁରା ପଟକୁ ଯାଉଥିଲେ । ହାଇଓ୍ବାଟି ପଛପଟୁ ସେମାନଙ୍କୁ ଧକ୍କା ଦେଇଥିଲା । ତେବେ ପୋଲିସ ଏହି ଘଟଣାରେ ହାଇଓ୍ବା ଡ୍ରାଇଭରକୁ ଅଟକ ରଖିଥିବା ଜଣାପଡ଼ିଛି ।

   Related Posts