oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରସାମ୍ୟ ହରାଇ ପୋଲରୁ ଖସିଲା ଟ୍ରକ୍

13/12/2019 at 3:48 PM

ରେମୁଣା ୧୩।୧୨: ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଲା ଟ୍ରକ୍ । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଓଳିଆପାଟଣା ପୋଲ ନିକଟରେ ଦୁର୍ଘଟଣା ଘଟିଛି । ଟ୍ରକଟି ଆନ୍ଧ୍ରରୁ ସିଲିଗୁଡି ଯାଉଥିଲା । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରକ୍ ଡ୍ରାଇଭର ।

   Related Posts