ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ

Published By : Prameya-News7 Bureau | November 29, 2019 IST

ପାଟଣା ୨୯।୧୧: କେନ୍ଦୁଝର ଜିଲ୍ଲା ବାଉଁଶୁଳି ଉଖୁଣ୍ଡା ରାସ୍ତାର କାଶୀପୁର ନିକଟରେ ଭାରସାମ୍ୟ ହରାଇ ଏକ ୧୨ ଚକିଆ ଟ୍ରକ୍ ଓଲଟି ପଡ଼ିଛି । ଫଳରେ ଗାଡିର ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି । ଘନ କୁହୁଡୁ ଯୋଗୁଁ ଏପରି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବାରିଆ ପୋଲିସ ପହଁଚି ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.