previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ଭାରସାମ୍ୟ ହରାଇ ଓଲଟିଲା ୧୦ ଚକିଆ ଟ୍ରକ, ଜଣେ ମୃତ, ୨ ଗୁରୁତର

22/05/2022 at 7:30 PM

କରଞ୍ଜିଆ, ୨୨/୦୫: ଭାରସାମ୍ୟ ହରାଇ ଏକ ଲୁହା ସାମଗ୍ରୀ ବୋଝେଇ ୧୦ ଚକିଆ ଟ୍ରକ ଓଲଟି ପଡ଼ିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୨ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଯଶୀପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ୪୯ ନଂ ଜାତୀୟ ରାଜପଥ ଗହିରା ବାଙ୍କ ନିକଟରେ ଏହି ଟ୍ରକଟି ଓଲଟି ପଡିଛି । ଘଟଣାସ୍ଥଳରେ ଯଶୀପୁର ପୋଲିସର ତଦନ୍ତ ଜାରି ।

   Related Posts