Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଜାତୀୟ ରାଜପଥ ଉପରେ ବାଇକ୍‌କୁ ପିଟି ଫେରାର୍‌ ହେଲା ଟ୍ରକ, ଚାଲିଗଲା ଆରୋହୀଙ୍କ ଜୀବନ

26/08/2021 at 11:28 PM

ଢେଙ୍କାନାଳ, ୨୬/୦୮:  ୫୫ ନମ୍ୱର ଜାତୀୟ ରାଜପଥର ଢେଙ୍କାନାଳ କଲେଜ ବାଏ ପାସ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ସ୍ଥାନୀୟ ଗୋବିନ୍ଦପୁର ଅଂଚଳର ସୁଜିତ ରାଉତ ବୋଲି ଜଣାପଡିଛି ।

ସୁଜିତ ଏକ ଟିଭିଏସ ଆପାଚି ବାଇକରେ ଗୋବିନ୍ଦପୁର ଫେରୁଥିବାବେଳେ କଲେଜ ବାଏ ପାସ ରାୟଲ ଢ଼ାବା ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି । ଘଟଣା ସ୍ଥଳରେ ସୁଜିତଙ୍କର ମୃତ୍ୟୁ ଘଟିଛି । ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକର ପତ୍ତା ମିଳିନାହିଁ ।

   Related Posts