ଜୁନାଗଡ଼ରେ ଟ୍ରିପଲ ମର୍ଡର, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ
1/10/2023 at 6:27 PM

ଜୁନାଗଡ଼: ସଙ୍କରପଳାରେ ଟ୍ରିପଲ ମର୍ଡର। ଏଠାରେ ଜଣେ ମହିଳା, ଜଣେ ଶିଶୁ ଏବଂ ଜଣେ ବୃଦ୍ଧଙ୍କ ସମେତ ୩ ଜଣଙ୍କୁ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ତିନି ଜଣକ ଗଳାକାଟି ହତ୍ୟା କରାଯାଇଛି। ମୃତକ ହେଲେ ରାଇମତୀ ମାଝୀ, ଶିବଶକ୍ତି ଏବଂ ଦେବେନ୍ଦ୍ର ମେହେର। ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୂର୍ବରୁ ମଧ୍ୟ ଜିଲ୍ଲାରୁ ଆଉ ଏକ ହତ୍ୟା ଖବର ସାମ୍ନାକୁ ଆସିଛି। ଏଠାରେ ପାରିବାରିକ କଳିରୁ ନିଜ ବଡ ବାପାଙ୍କୁ ହତ୍ୟା କରିଛି ପୁତୁରା । ଘଟଣା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗସାଇପାଟଣା ନିକଟ ସିକେରଗୁଡାର। ସୂଚନା ଅନୁଯାୟୀ, ବ୍ୟକ୍ତିଙ୍କୁ ତାଙ୍କ ନିଜ ପୁତୁରା ଟାଙ୍ଗିଆରେ ହାଣି କରିଛି।
Updating…
ଆହୁରି ପଢ଼ନ୍ତୁ: ଦୁଇ ଅଟୋ ସଂଘ ମଧ୍ୟରେ ବିବାଦ, ସାଇଡ୍ମରାକୁ ନେଇ ହାତାହାତି