ତ୍ରୀବେଣି ସଙ୍ଗମଠରେ ମହତ କାର୍ଯ୍ୟ: ୨୬ ବର୍ଷ ହେଲା ଚାଲି ଆସୁଛି…
25/02/2020 at 7:25 PM

ସୁବର୍ଣ୍ଣପୁର୨୫/୨: ବୈଦିକ ରିତୀନୀତିରେ ଚାଲିଛି ମନ୍ତ୍ରପାଠ ସାଙ୍ଗକୁ ହୋମ କର୍ମ । ଗୋଟେ କି ଦୁଇଟି ନୁହେଁ ପଛକୁ ପଛ ଚାଲିଛି ୧୨ ଜଣ ଯୁବକଙ୍କ ବ୍ରତପୋନୟନ । ପଂଚଗ୍ରାସୀ ସହ ପଇତା ପିନ୍ଧା ହେ।ଇଛି ।

ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ତ୍ରୀବେଣି ସଙ୍ଗମଠାରେ ଥିବା ରାମେଶ୍ବର ମନ୍ଦିରର ।

ମନ୍ଦିର ବେଢାରେ ଏକା ସାଙ୍ଗରେ ୧୨ ଜଣଙ୍କ ବ୍ରତ କରାଯାଇଛି । ସହହର ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ୨୬ ବର୍ଷ ହେଲା ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଆସୁ ଥିବା ବେଳେ ଗରିବ ବ୍ରାହ୍ମଣ ପରିବାରମାନେ ଉପକୃତ ହୋଇ ପାରୁଛନ୍ତି। ଗରିବ ବ୍ରାହ୍ମଣ ପରିବାରର ଆଥିକ ଅସୁବିଧାରୁ ବ୍ରତ ହୋଇ ପାରିନଥିବା ବେଳେ ସମସ୍ତଙ୍କ ପାଇଁ ନିଜେ ସମସ୍ତ ଖର୍ଚ୍ଚ ବହନ କରି ସାମୁହିକ ବ୍ରତ ଆୟେ।ଜନ କରିଥାଆନ୍ତି ଶ୍ରୀବତ୍ସ ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳଙ୍କ ପରିବାରକୁ ରାତିଅଧିଆ ଜେରା
8 February 2023
ସ୍କୁଲରୁ ଘରକୁ ଫେରୁଥିଲେ ମହିଳା, ଅଧାରାସ୍ତାରେ ଏସିଡ ମାଡ କଲେ ଦୁର୍ବୃତ୍ତ
8 February 2023