ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ବିଶ୍ଵ ପରିବେଶ ଦିବସରେ ଆଶ୍ରା ପକ୍ଷରୁ ବୃକ୍ଷରୋପଣ

5/06/2022 at 7:08 PM

ଖୋର୍ଦ୍ଧା ୦୫।୦୬; ବିଶ୍ଵ ପରିବେଶ ଦିବସରେ “ଆଶ୍ରା” ସଂଗଠନ ତରଫରୁ ବୃକ୍ଷ ରୋପଣ କରାଯାଇଛି। ପରିବେଶକୁ ପ୍ରଦୂଷଣରୁ ମୁକ୍ତ ରଖିବାକୁ ହେଲେ ବୃକ୍ଷର ବଡ ଭୂମିକା ରହିଛି। ଆଧୁନିକ ସମାଜରେ ବିଭିନ୍ନ କାରଣ ଦର୍ଶାଇ ମଣିଷ ପ୍ରତ୍ୟେକ ଦିନ ବିପୁଳ ସଂଖ୍ୟକ ବୃକ୍ଷରୋପଣ କାଟୁଛି। ମାତ୍ର ସମ ପରିମାଣର ବୃକ୍ଷରୋପଣ ରୋପଣ କରୁନି। ଫଳରେ ଦିନକୁ ଦିନ ପୃଥିବୀରେ ତାପମାତ୍ରା ବୃଦ୍ଧି ପାଉଛିଏବଂ ପ୍ରଦୂଷଣ ହେଉଛି।

ପରିବେଶ ପ୍ରଦୁଷଣକୁ ରୋକିବା ନେଇ ଆଶ୍ରା ସଂଗଠନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇ ଲୋକଙ୍କୁ ବୃକ୍ଷରୋପଣର ଉପକାରିତା ସମ୍ପର୍କରେ ସଚେତନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ଗୋଡିପଡା , ମୋଟା, କନ୍ଦଳେଇ ଏବଂ କୁହୁଡି ଗ୍ରାମରେ ବୃକ୍ଷ ରୋପଣ କରାଯାଇଅଛି। “ଆଶ୍ରା” ର ପ୍ରକଳ୍ପ ଅଧିକାରୀ ମହେଶ୍ୱର ନାୟକଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ପରିଚାଳନା କରାଯାଇଛି। ଆଶ୍ରା ସଂଗଠନର ଏଭଳି କାର୍ଯ୍ୟକ୍ରମକୁ ଲୋକେ ପ୍ରଶଂସା କରିଛନ୍ତି।

   Related Posts