ସ୍ୱାସ୍ଥ୍ୟସେବା ଅବ୍ୟବସ୍ଥାର ନଗ୍ନ ଚିତ୍ର, ମୋବାଇଲ୍ ଟର୍ଚ୍ଚ ଲାଇଟ୍‌ରେ ଚାଲିଛି ଅନ୍ଧାରୀ ଚିକିତ୍ସା

ବରଗଡ ୨୦।୫: ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରୋଗୀମାନେ କେମିତି ଉତ୍ତମ ସ୍ୱାସ୍ଥ୍ୟ ପାଇପାରିବେ ସେନେଇ ଯୋଜନା ଉପରେ ଯୋଜନା କରୁଛନ୍ତି । କିନ୍ତୁ ତାହା କେତେ ଜଣ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ବାଟ ବଣା ହେବା ସହିତ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଏବେ ଭୁଶୁଡିବାର ଲାଗିଛି l ଯାହାର ଉଦାହରଣ ବରଗଡ ସହରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି । ଗୋଟିଏ ପଟେ … Continue reading ସ୍ୱାସ୍ଥ୍ୟସେବା ଅବ୍ୟବସ୍ଥାର ନଗ୍ନ ଚିତ୍ର, ମୋବାଇଲ୍ ଟର୍ଚ୍ଚ ଲାଇଟ୍‌ରେ ଚାଲିଛି ଅନ୍ଧାରୀ ଚିକିତ୍ସା