Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ବିଦ୍ୟୁତ୍ ଟ୍ରାନ୍ସଫରର୍ମରରେ ଅଗ୍ନିକାଣ୍ଡ, ନିଆଁ ଲାଗିବା ସହ ବ୍ଲାଷ୍ଟିରେ ଆତଙ୍କିତ ଲୋକେ

3/09/2022 at 10:22 AM

ବ୍ରହ୍ମପୁର୦୩/୦୯: ବ୍ରହ୍ମପୁରରେ ଲକ୍ଷ୍ମି ନୃସିଂହ ସାହା ୧୨ ନମ୍ବର ଗଳିରେ ଅଘଟଣ । ଗତକାଲି ରାତିର ଘଟଣା । ବିଦ୍ୟୁତ ଟ୍ରାନ୍ସଫର୍ମରରେ ଅଗ୍ନିକାଣ୍ଡ । ନିଆଁ ଲାଗିବା ସହ ବ୍ଳାଷ୍ଟ୍ ହେଉଛି । ଅଞ୍ଚଳବାସୀ ଆତଙ୍କିତ ହୋଇପଡିଥିଲେ । ଗଣେଶ ପୂଜା ବିସର୍ଜନ ସମୟରେ ବାଣ ଫୁଟା ଦୃଶ୍ୟ ଭାବି ପ୍ରଥମେ ନୀରବି ଥିବା ଅଞ୍ଚଳବାସୀ ପରବର୍ତ୍ତୀ ସମୟରେ ବ୍ଳାଷ୍ଟ୍ ଜାରି ରହିବାରୁ ଆତଙ୍କିତ ହୋଇ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ ।

କୌଣସି କ୍ଷୟକ୍ଷତି କିମ୍ୱା କିଛି ନଷ୍ଟ ହୋଇଥିବା ଜଣା ପଡିନାହିଁ । ଅସଜଡା, ଅବହେଳିତ ବିଦ୍ୟୁତ ପୋଲ, ଟ୍ରାନ୍ସଫର୍ମରରେ ପ୍ରତି ବିଭାଗ ପକ୍ଷରୁ ଦୃଷ୍ଟି ଦିଆଯାଇ ପଦକ୍ଷେପ ଗ୍ରହଣ ନକରିଲେ କୌଣସି ବଡ ଅଘଟଣ ସମ୍ଭାବନାକୁ ଏଡାଇ ହେବ ନାହିଁ ।

   Related Posts