ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ସୋନୁ ସୁଦ୍‌, ଜାରି କଲେ ହେଲପ୍‌ ଲାଇନ୍‌ ନମ୍ଵର

ମୁମ୍ଵାଇ ୦୭।୦୬: ବଲିଉଡ ଅଭିନେତା ସୋନୁ ସୁଦ । ସେ କେବଳ ଅଭିନେତା ନୁହଁନ୍ତି । ସେ ହଜାର ହଜାର ଲୋକଙ୍କ ପାଇଁ ପାଲଟିଛନ୍ତି ଭଗବାନ। ଯେଉଁଥି ପାଇଁ ପ୍ରଶଂସକମାନେ ତାଙ୍କ ଅଭିନୟ ତଥା ଉଦାରତା ପାଇଁ ଭଲ ପାଆନ୍ତି । ସେ ସବୁବେଳେ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । କରୋନା ଅବଧିରେ, ସେ ଅନେକ ପରିବାରକୁ ରେ ସାହାଯ୍ୟ କରିଥିଲେ । ଏବେ ପୁଣି ଥରେ ଅଭିନେତା ତାଙ୍କର … Continue reading ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ସୋନୁ ସୁଦ୍‌, ଜାରି କଲେ ହେଲପ୍‌ ଲାଇନ୍‌ ନମ୍ଵର