ହେମଗିରିରେ ରେଳରୋକ ଆନ୍ଦୋଳନ, ଝାରସୁଗୁଡା ଷ୍ଟେସନରେ ଅଟକି ରହିଛି ଟ୍ରେନ୍

ଝାରସୁଗୁଡା ୩।୧୦: ସୁନ୍ଦରଗଡ ହେମଗିରିରେ ରେଳରୋକ ଆନ୍ଦୋଳନ ଜାରି । ଫଳରେ ଝାରସୁଗୁଡା ରେଳ ଷ୍ଟେସନରେ ଏକ୍ସପ୍ରେସ ଅଟକି ରହିଛି । ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ହେମଗିରିରେ ରେଳରୋକ ଆନ୍ଦୋଳନ ଯୋଗୁଁ ଝାରସୁଗୁଡାରେ ଆଜାଦହିନ୍ଦ ଏକ୍ସପ୍ରେସ, ଉତ୍କଳ ଏକ୍ସପ୍ରେସ୍ ଓ ବାମରାରେ ଅହମ୍ମଦାବାଦ ଏକ୍ସପ୍ରେସ ଅଟକି ରହିଛି । ଯାତ୍ରୀଙ୍କ ସୁବିଧା ପାଇଁ ସିକେପି ଡିଭିଜନ ପକ୍ଷରୁ ଷ୍ଟେସନମାନଙ୍କରେ ଟ୍ରେନ୍ ଅଟକାଇ ରଖାଯାଇଛି ।  ବୋଲି କୁହାଯାଉଥିଲେ … Continue reading ହେମଗିରିରେ ରେଳରୋକ ଆନ୍ଦୋଳନ, ଝାରସୁଗୁଡା ଷ୍ଟେସନରେ ଅଟକି ରହିଛି ଟ୍ରେନ୍