କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ, ଷ୍ଟେସନରେ ଅଟକିଲା

କେନ୍ଦ୍ରାପଡା ୨୭।୭: କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଛି । ନିଆଁ ଲାଗିବା ଫଳରେ କେନ୍ଦ୍ରାପଡା ବାଜିପଡା ଷ୍ଟେସନରେ ଟ୍ରେନ୍ ଅଟକିଛି । ଟ୍ରେନ୍ ବଗିରୁ ଧୂଆଁ ବାହାରୁଥିବା ଜଣାପଡିଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । You Can Read :