କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ, ଷ୍ଟେସନରେ ଅଟକିଲା

Published By : Prameya-News7 Bureau | July 27, 2023 IST

କେନ୍ଦ୍ରାପଡା ୨୭।୭: କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଛି । ନିଆଁ ଲାଗିବା ଫଳରେ କେନ୍ଦ୍ରାପଡା ବାଜିପଡା ଷ୍ଟେସନରେ ଟ୍ରେନ୍ ଅଟକିଛି । ଟ୍ରେନ୍ ବଗିରୁ ଧୂଆଁ ବାହାରୁଥିବା ଜଣାପଡିଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

{"id":822719,"width":738,"height":424,"sizeSlug":"full","linkDestination":"none"}

You Can Read :

wp:embed {"url":"https://www.prameyanews7.com/banakalagi-rituals-of-holy-trinity-held-only-on-wednesday/","type":"wp-embed","providerNameSlug":"prameya-news-7"}
https://www.prameyanews7.com/banakalagi-rituals-of-holy-trinity-held-only-on-wednesday/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.