ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଭୟଙ୍କର ଟ୍ରେନ୍ ଦୁର୍ଘଟଣା : ୩ ମୃତ, ୫୦ରୁ ଅଧିକ ଗୁରୁତର

26/09/2021 at 10:32 AM

ନ୍ୟୁୟର୍କ, ୨୬।୦୯ :  ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଅତି କମରେ ୩ ଜଣ ଯାତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆମେରିକାର ମୋଣ୍ଟାନାରେ ଏହି ଅଘଟଣ ଘଟିଛି ।

ସୂଚନାନୁସାରେ, ରବିବାର ଟ୍ରେନଟି ସେଟଲରୁ ସିକାଗୋ ଯାଉଥିଲା । ଏଥିରେ ୧୪୭ଜଣ ଯାତ୍ରୀ ରହିଥିଲେ । ଏହାସହ ୧୩ ଜଣ ଟ୍ରେନ୍ କର୍ମଚାରୀ ମଧ୍ୟ ଯାତ୍ରା କରୁଥିଲେ । ହଠାତ ଏହା ଟ୍ରାକରୁ ବାହାରକୁ ପଳାଇଥିଲା । ଫଳରେ ଭୟଙ୍କର ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣାରେ ୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଏବେବି ଅନେକ ଯାତ୍ରୀ ଟ୍ରେନ୍ ଡବା ତଳେ ଚାପି ହୋଇ ରହିଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି ।

   Related Posts