Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ନିଷିଦ୍ଧାଞ୍ଚଳରେ ମାରୁଥିଲେ ମାଛ, ଟ୍ରଲର ସହ ୫କ୍ୱିଣ୍ଟାଲ ମାଛ ଜବତ

26/11/2022 at 3:04 PM

କୋଣାର୍କ ୨୬।୧୧: ଚନ୍ଦ୍ରଭାଗା ନିଷିଦ୍ଧାଞ୍ଚଳରୁ ଟ୍ରଲର ଜବତ । ମତ୍ସ୍ୟ ବିଭାଗ, ମେରାଇନ ପୁଲିସ ଓ ବନବିଭାଗ ମିଳିତ ଚଢାଉ କରି ଦୁଇଟି ଟ୍ରଲର ଜବତ କରିଛନ୍ତି I ଟ୍ରଲରରୁ ପ୍ରାୟ ପ୍ରାୟ ୫କ୍ୱିଣ୍ଟାଲ ମାଛ ଜବତ ହୋଇଥିବା ଜଣାପଡିଛି I

ତେବେ ଜବତ ହୋଇଥିବା ଟ୍ରଲର ଆଇଆଇଏନଡିଓଆର ଏମ ଏମ ୨୨୫ ଏବଂ ୧୬୮୨୦୧୭ । ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଭୂସ୍ବର୍ଗ ପୁରୀ ଜିଲ୍ଲା ଅସ୍ତରଙ୍ଗ, ଚନ୍ଦ୍ରଭଗା ସମୁଦ୍ର ଉପକୂଳରେ ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକଣା ମଧ୍ୟରେ ଟ୍ରଲର ଧରି ମାଛ ମାରୁଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୂଚନାଯୋଗ୍ୟ ଯେ,  ନଭେମ୍ବର ପ୍ରଥମ ସପ୍ତାହରୁ ମେ ମାସ ଦୀର୍ଘ ୭ ମାସ ପର୍ଯ୍ୟନ୍ତ ଗଭୀର ସମୁଦ୍ରରେ ଟ୍ରଲର ଓ ମେସିନି ଡଙ୍ଗା ଚଳାଚଳକୁ ସମ୍ପୂର୍ଣ ଭାବେ ନିଷିଦ୍ଧ ଘୋଷଣା କରାଯାଇଛି I ଏହି ଚଢ଼ାଉରେ ମାନସ ବେହେରା, ବିରଜା ମହାପାତ୍ର ମେରାଇନ ପୋଲିସ, ମତ୍ସ୍ୟ ବିଭାଗ ସାମିଲ ହୋଇଥିଲେ ।

   Related Posts