AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର ଟ୍ରାଏଲ ରନ୍ ; ବଲାଙ୍ଗିର ଷ୍ଟେସନରୁ ଭଏଁଷାପାଲି ପର୍ଯ୍ୟନ୍ତ ହେବ ଟ୍ରାଏଲ ରନ୍

30/10/2018 at 11:00 AM

ବଲାଙ୍ଗିର ୩୦|୧୦: ଆଜିଠୁ ଖୋର୍ଦ୍ଧା ବଲାଙ୍ଗିର ରେଳ ଲାଇନର ଟ୍ରାଏଲ ରନ୍ । ବଲାଙ୍ଗିର ଷ୍ଟେସନରୁ ଭଏଁଷାପାଲି ପର୍ଯ୍ୟନ୍ତ ହେବ ଟ୍ରାଏଲ ରନ୍ । ପ୍ରାୟ ୧୫ କିଲୋମିଟର ପର୍ଯ୍ୟନ୍ତ ଟ୍ରାଏଲ ରନ୍ କରାଯାଇଛି । ସେଥିପାଇଁ ବଲାଙ୍ଗିର ଗସ୍ତରେ ଯାଇଛନ୍ତି ରେଳ ନିରାପତ୍ତା କମିଶନର କେ.ଏ ମନୋହରନ ଓ ତାଙ୍କ ସହ ସମ୍ବଲପୁର ଡିଆର୍ଏମ୍ ଓ ରେଲୱେର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।

   Related Posts