ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର ଟ୍ରାଏଲ ରନ୍ ; ବଲାଙ୍ଗିର ଷ୍ଟେସନରୁ ଭଏଁଷାପାଲି ପର୍ଯ୍ୟନ୍ତ ହେବ ଟ୍ରାଏଲ ରନ୍
30/10/2018 at 11:00 AM

ବଲାଙ୍ଗିର ୩୦|୧୦: ଆଜିଠୁ ଖୋର୍ଦ୍ଧା ବଲାଙ୍ଗିର ରେଳ ଲାଇନର ଟ୍ରାଏଲ ରନ୍ । ବଲାଙ୍ଗିର ଷ୍ଟେସନରୁ ଭଏଁଷାପାଲି ପର୍ଯ୍ୟନ୍ତ ହେବ ଟ୍ରାଏଲ ରନ୍ । ପ୍ରାୟ ୧୫ କିଲୋମିଟର ପର୍ଯ୍ୟନ୍ତ ଟ୍ରାଏଲ ରନ୍ କରାଯାଇଛି । ସେଥିପାଇଁ ବଲାଙ୍ଗିର ଗସ୍ତରେ ଯାଇଛନ୍ତି ରେଳ ନିରାପତ୍ତା କମିଶନର କେ.ଏ ମନୋହରନ ଓ ତାଙ୍କ ସହ ସମ୍ବଲପୁର ଡିଆର୍ଏମ୍ ଓ ରେଲୱେର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।
Related Posts
ମାର୍ଚ୍ଚ ୧୦ ରୁ ମାଟ୍ରିକ୍ ସମ୍ମେଟିଭ୍ ୨, ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା
5 February 2023
ଡକାୟତି ଯୋଜନା ପଣ୍ଡ, ୫ଜଣଙ୍କୁ ବାନ୍ଧିଲା ପୋଲିସ
5 February 2023
ସ୍କୁଲରେ ଭୂତ ଭୟ ! ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଝୁଲୁଛି ତାଲା
5 February 2023