କଟକରେ ସୁଧୁରୁନି ଟ୍ରାଫିକ ସମସ୍ୟା

Published By : Prameya-News7 Bureau | September 15, 2018 IST

କଟକ ୧୪/୦୯ : କଟକ ସହରରେ ଗମ୍ଭୀର ହେବାରେ ଲାଗିଛି ଟ୍ରାଫିକ ସମସ୍ୟା । କିନ୍ତୁ ଏହାର ସମାଧାନ ହେବା ପରିବର୍ତ୍ତେ ସମସ୍ୟା ବଢିବାରେ ଲାଗିଛି । ସହର ଭିତରେ ଅନେକ ପାର୍କିଂସ୍ଥଳ ଚିହ୍ନଟ ହୋଇସାରିଥିଲେ ବି ତାକୁ କାର୍ଯ୍ୟକାରୀ କରିବାରେ ସିଏମ୍ ସି ବିଫଳ ହୋଇଛି । ସହରରେ ପାର୍କିଂ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଧିଷ୍ଟ ଖସଡା ପ୍ରସ୍ତୁତ ହୋଇ ପାରୁନାହିଁ ।ତେଣେ ମେୟର କହୁଛନ୍ତି ଖୁବଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.