LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମହିଳା ଏକାରହୁଥିବା ସୁଯୋଗ ନେଇ ପଶିଗଲେ ବ୍ୟବସାୟୀ, ଖାଇଲେ ଚପଲ ମାଡ

22/03/2023 at 11:27 AM

ସୋରୋ ୨୨/୦୩: ରାତିରେ ଘରେ ପଶିବା ହେଲା କାଳ । ପୂଚୁକା ବାଲାକୁ ଗୋଡ଼ାଇ ଗୋଡ଼ାଇ ଜୋତାରେ ମାରିଲେ ମହିଳା । ସୋରୋ ଥାନା କଲେଜ ଛକରେ ଜଣେ ବିବାହିତା ମହିଳା ଭଡ଼ା ଘର ନେଇ ରହୁଛନ୍ତି । ତାଙ୍କ ସ୍ଵାମୀ ଅନୁପସ୍ଥିିର ସୁଯୋଗ ନେଇ ଗତ ରାତିରେ ମହିଳା ଭଡ଼ା ନେଇ ରହୁଥିବା ଘରେ ଜଣେ ବ୍ୟକ୍ତି ପଶିଥିଲେ ।

ମହିଳାଙ୍କ ଘରେ ପଶିଥିବା ବ୍ୟକ୍ତି ଜଣହ୍କ ହେଉଛନ୍ତି ତାଙ୍କ ଭଡା ଘର ସମ୍ମୁଖରେ ରହି ପୁଚୁକା ବିକ୍ରି କରୁଥିବା ସରସଂଖ ଗ୍ରାମର ପାତାଳି । ବିନା ଅନୁମତିରେ ମନ୍ଦ ଉଦ୍ଦେଶ୍ୟ ନେଇ ପାତାଳୀ ମହିଳାଙ୍କ ଘର ପଶିଥିବାରୁ ମହିଳା ଘର ଭିତରୁ ପାତlଳୀକୁ ଜୋତାରେ ପିଟିପିଟି ପୁଚୁକା ଦୋକାନ ଠାରେ ଛାଡି ଦେଇଥିଲା ।

ମହିଳା ଜଣକ ପାତାଳୀକୁ ପିଟିବା ପରେ ତା ପୁଚୁକା ଦୋକାନରେ ଥିବା ଏକ ବାଲଟିକୁ ଗୋଇଠା ମାରି ଫିଙ୍ଗି ଦେଇଥିଲା । ପାତାଳୀକୁ ମହିଳା ଜଣକ ଏଭଳି ଭୁଲ ଯେପରି ଆଉ ନକରୁ ଚେତାବନୀ ଦେଇ ଫେରିଯାଇଥିଲା ।

   Related Posts