ଟ୍ରାକ୍ଟର ଓଲଟି ଦୁଇ ମୃତ, ଭାରସାମ୍ୟ ହରାଇ ପାହାଡ ତଳକୁ ଖସିଲା ଗାଡି

ସାନଖେମୁଣ୍ଡି ୨୧/୧୧: ଟ୍ରାକ୍ଟର ଓଲଟି ଦୁଇ ମୃତ, ଦୁଇ ଗୁରୁତର । ତେବେ ଏହି ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତାଳଗୁରାନ୍ଥି ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକମାନେ ହେଲେ ଡେରା ଶବର ଓ ଜଗନ୍ନାଥ ଶବର । ସୂଚନା ଥାଉକି, ବିଜେପିର ଚିକିଟି ବ୍ଲକ ଘେରାଉ କାର୍ଯ୍ୟକ୍ରମକୁ ଟ୍ରାକ୍ଟର ଯୋଗେ ଆସୁଥିଲେ ଲୋକେ । ଏତିକିବେଳେ ରାସ୍ତାରେ ଭାରସାମ୍ୟ ହରାଇ ପାହାଡ ତଳକୁ ଖସିପଡିଥିଲା ଟ୍ରାକ୍ଟର … Continue reading ଟ୍ରାକ୍ଟର ଓଲଟି ଦୁଇ ମୃତ, ଭାରସାମ୍ୟ ହରାଇ ପାହାଡ ତଳକୁ ଖସିଲା ଗାଡି