oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରାକ୍ଟର ଡାଲାରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ

2/01/2021 at 4:43 PM

କଳାହାଣ୍ଡି ୨।୧: ଟ୍ରାକ୍ଟର ଡାଲାରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝୀଗୁଡା ଟେମରା ରାସ୍ତାରେ ଘଟିଛି ଦୁର୍ଘଟଣା । ରାସ୍ତା କାମରେ ନିୟୋଜିତ ଥିବା ଓଡି୦୮ଏଫ୩୪୨୧ ନମ୍ବର ବିଶିଷ୍ଟ ଏକ ଟ୍ରାକ୍ଟର ଡାଲାର ଯାନ୍ତ୍ରିକ ତ୍ରୃଟି ସଜାଡିବା ବେଳେ ଚାପି ହୋଇ ମୃତ୍ୟୁ ହୋଇଛି । ମୃତ  ଟ୍ରାକ୍ଟର ଡ୍ରାଇଭର ହେଲେ ଡିସମ୍ବର ପୁଞ୍ଜି । କୋକସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରହିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଞ୍ଚଳ ଉତ୍ତେଜନା ପ୍ରକାଶ ପାଇଛି ।

   Related Posts